ବଢିଚାଲିଛି ବେଆଇନ ପଲିଥିନ ବ୍ୟବହାର

ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩ ପଲିଥିନ ବ୍ୟବହାର ବିରୋଧରେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ | ୨୦୧୮ ମସିହାରେ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ରାଜ୍ୟର ୬ଟି ସହର-ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା,ଓ ବ୍ରହ୍ମପୁରରେ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଯାଇଥିଲା | ୨୦୨୦ ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ହେଲେ କୌଣସି ସଫଳ ହୋଇନାହିଁ | ବିଂଝାରପୁର … Continue reading ବଢିଚାଲିଛି ବେଆଇନ ପଲିଥିନ ବ୍ୟବହାର